ଦିବସ
ଦେଖଣା
ଦିବସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦିବ୍ ଧାତୁ+ଅଧିକରଣ ଅସ; ତୁଳ.ଇଂରାଜୀ - ଡେ, ଲାଟିନ୍. ଡିଏସ୍, ପ୍ରାକୃତ . ଦିଆଦ)
[ସମ୍ପାଦନା]- ୧. ଦିନ — ୧. Day.
- ୨. ଦିନବେଳ —୨. Day time.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରାଦ୍ଧ ଦିବସ —The day of performing the annual Ṡrāddha ceremony of a deceased; the anniversary of the death of a person.