Jump to content

ଦିବସ୍ପତି

ଉଇକିଅଭିଧାନ‌ରୁ

ଦିବସ୍ପତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦିବଃ—ସ୍ୱର୍ଗର+ପତି; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଇନ୍ଦ୍ର —୧. Indra.

ସବୁକାଳେ ମିତ୍ରପଣ ଥିବା; ମତେ ଦିବସ୍ପତି ପଦ ଦେବ— ଉପେନ୍ଦ୍ରଭଞ୍ଜ. ଲାବଣ୍ୟବତୀ

୨. ସୂର୍ଯ୍ୟ —୨. The sun.