Jump to content

ଦିବା

ଉଇକିଅଭିଧାନ‌ରୁ

ଦିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ଅ

[ସମ୍ପାଦନା]

ଦିନରେ; ଦିବସରେ — In day time.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦିବସ; ଦିନ (ହିନ୍ଦୀ - ଶବ୍ଦସାଗର) —Day.

(ଦିବି; ଦିବୁ—ଆଦକାର୍ଥକରୂପ)

(ଦିବିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦିବ୍ୟସିଂହର ଡାକ— ନାମ —୧. A name for calling Dibyasiṁha.
୨. ଦିବାକରର ଡାକନାମ — ୨. A name for calling Dibyasiṁhi.