Jump to content

ଦିବାତନ

ଉଇକିଅଭିଧାନ‌ରୁ

ଦିବାତନ

ଉଚ୍ଚାରଣ

[ସମ୍ପାଦନା]
(ଦିବାତନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦିବା+ଘଟିବା ଅର୍ଥରେ ତନ)

[ସମ୍ପାଦନା]
୧. ଦିନରେ ଘଟିବା —୧. Happening in the day time.
୨. ଦୈନିକ —୨. Daily.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ଦିନର ମଜୁରି (ହିନ୍ଦୀ - ଶବ୍ଦସାଗର) — A days' wages.