Jump to content

ଦିବାଭିସାରିକା

ଉଇକିଅଭିଧାନ‌ରୁ

ଦିବାଭିସାରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦିବା+ଅଭିସାରିକା)

[ସମ୍ପାଦନା]

ଯେଉଁ ନାୟିକା ଦିନ ବେଲେ ଆପଣା ପ୍ରେମିକ ସଙ୍ଗେ ମିଳିତ ହେବା ପାଇଁ ବେଶ ହୋଇ ସଙ୍କେତ ସ୍ଥାନକୁ ଯାଏ —A lady who goes out to meet her lover at the place of assignment in day time.