ଦିବି
ଦେଖଣା
ଦିବି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦିବ୍ ଶବ୍ଦର ୭ମୀ ବିଭକ୍ତି ୧ବ.)
[ସମ୍ପାଦନା]- ୧. ସ୍ୱର୍ଗ —୧. Heaven.
- ୨. ଆକାଶ —୨. Sky.
ଏମନ୍ତେ ଦିବି ମଣ୍ଡଳର; ଲକ୍ଷଣ ଶୁଣ ନୃପବର ଜଗନ୍ନାଥ. ଭାଗବତ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଆକାଶରେ —୧. In the sky.
- ୨. (ଦିବ୍ ଧାତୁ+କର୍ତ୍ତୃ. ଇ)—ଚାଷ ପକ୍ଷୀ (ଦେଖ) - ୨. Chāsha pakshī (See)