Jump to content

ଦିବିଷ୍ଟ

ଉଇକିଅଭିଧାନ‌ରୁ

ଦିବିଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ଦିବିଷ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ସଂସ୍କୃତ - ଦିବି=ସ୍ୱର୍ଗରେ+ସ୍ଥା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ସ୍ୱର୍ଗସ୍ଥ; ସ୍ୱର୍ଗୀୟ —Heavenly.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦେବତା —Deity.