Jump to content

ଦିବୋକସ୍

ଉଇକିଅଭିଧାନ‌ରୁ

ଦିବୋକସ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିନ=ସ୍ୱର୍ଗ+ଓକସ୍=ବାସସ୍ଥାନ ଯାହାଙ୍କର; ବହୁବ୍ରୀହି; ଏଥିର ପ୍ରଥମା ୧ବ. ଦିବୋକା)

[ସମ୍ପାଦନା]
୧. ଦେବତା —୧. Deity; Divine beings.
୨. ଚାତକ ପକ୍ଷୀ (ହିନ୍ଦୀ - ଶବ୍ଦସାଗର) — ୨. The pied-crested coccyster.