Jump to content

ଦିବ୍ୟଚିତ୍ତ

ଉଇକିଅଭିଧାନ‌ରୁ

ଦିବ୍ୟଚିତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିବ୍ୟ+ଚିତ୍ତ; କର୍ମଧା)

[ସମ୍ପାଦନା]

ଭଲ ମନ; ଅନୁକୂଳ ଚିତ୍ତ —Favourable mentality.

ପ୍ରଭୁରେ ଦାସୀ ଭୋଷ କେବେ କରିଛି ଦିବ୍ୟ ଚିତ୍ତରେ ନ ଘେନ ହେ— ଭଞ୍ଜ. ପ୍ରେମସୁଧାନିଧି