Jump to content

ଦିବ୍ୟଜ୍ଞାନ

ଉଇକିଅଭିଧାନ‌ରୁ

ଦିବ୍ୟଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିବ୍ୟ+ଜ୍ଞାନ; କର୍ମଧା)

[ସମ୍ପାଦନା]
୧. ପରୋକ୍ଷବିଷୟକ ଜ୍ଞାନ — ୧. Supernatural; knowledge; faculty of seeing things invisible to the ordinary eye.
୨. ସ୍ୱର୍ଗୀୟ ଜ୍ଞାନ —୨. Divine knowledge.

ସଂସ୍କୃତ - ବିଣ—(ଦିବ୍ୟ+ଜ୍ଞାନ; ବହୁବ୍ରୀହି)

[ସମ୍ପାଦନା]

ସ୍ୱର୍ଗୀୟ ଜ୍ଞାନଯୁକ୍ତ — Possessed of divine knowledge or supernatural insight.