Jump to content

ଦିବ୍ୟସିଂହ ଦେବ

ଉଇକିଅଭିଧାନ‌ରୁ

ଦିବ୍ୟସିଂହ ଦେବ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୀର ଜନୈକ ରାଜା — Name of a late Raja of Puri.

[ଦ୍ରଷ୍ଟବ୍ୟ —ଏ ପୁରୀର ଭୁତପୂର୍ବ ସ୍ୱର୍ଗୀୟ ରାଜା ମୁକୁନ୍ଦଦେବଙ୍କ ପିତା; ନରହତ୍ୟା ଅଭିଯୋଗରେ ଏହାଙ୍କୁ ଇଂରାଜ ଗଭର୍ଣ୍ଣମେଣ୍ଟ ଦ୍ୱୀପାନ୍ତର ଦଣ୍ଡ ବା କଳାପାଣି ଦେଇଥିଲେ ଓ ଆଣ୍ଡାମାନ ଦ୍ୱୀପରେ ଥାଇ ଏ ଜୀବଲୀଳା ସାଙ୍ଗ କରିଥିଲେ]