Jump to content

ଦିବ୍ୟାଙ୍ଗନା

ଉଇକିଅଭିଧାନ‌ରୁ

ଦିବ୍ୟାଙ୍ଗନା

ଉଚ୍ଚାରଣ

[ସମ୍ପାଦନା]

(ଦିବ୍ୟାଂଗନା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଦିବ୍ୟ+ଅଙ୍ଗନା କର୍ମଧା.)

[ସମ୍ପାଦନା]

ସ୍ୱର୍ଗାଙ୍ଗନା; ଅପ୍ସରା —The maidens of Paradise (according to the Hindus).