Jump to content

ଦିବ୍ୟାଦିବ୍ୟ

ଉଇକିଅଭିଧାନ‌ରୁ

ଦିବ୍ୟାଦିବ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଦିବ୍ୟା ଦିବ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦିବ୍ୟ+ଅଦିବ୍ୟ)

[ସମ୍ପାଦନା]

ନାଟକାଦିରେ ବର୍ଣ୍ଣିତ ତିନି ଶ୍ରେଣୀର ନାୟକ ମଧ୍ୟରୁ ଏକତମ; ଯେଉଁ ନାୟକ ମନୁଷ୍ୟ ହୋଇ ସୁଦ୍ଧା ଦେବତାମାନଙ୍କ ଗୁଣରେ ଅଳଙ୍କୃତ ହୋଇଥାଏ (ଯଥା—ନଳ; ଅଭିମନ୍ୟୁ; ଅର୍ଜୁନ) —A class of heroes of fiction who are endowed with heavenly qualities though they are human beings.


[ଦ୍ରଷ୍ଟବ୍ୟ —ନାୟକଙ୍କର ଅନ୍ୟ ଦୁଇ ଶ୍ରେଣୀ:—ଦିବ୍ୟ, ଯଥା ରାମଚନ୍ଦ୍ର, ଶ୍ରୀକୃଷ୍ଣ; ଅଦିବ୍ୟ, ଯଥା, ଦୁଷ୍ମନ୍ତ ]