Jump to content

ଦିବ୍ୟାସନ

ଉଇକିଅଭିଧାନ‌ରୁ

ଦିବ୍ୟାସନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିବ୍ୟ+ଆସନ; କର୍ମଧା)

[ସମ୍ପାଦନା]

ଉତ୍ତମ ଆସନ; ସୁନ୍ଦର ଆସନ —A good or excellent seat.

ବସାଇଣ ହିରଣ୍ୟଗର୍ଭଙ୍କୁ ଦିବ୍ୟାସନେ କୃଷ୍ଣସିଂହ. ମହାଭାରତ. ଆଦି