Jump to content

ଦିବ୍ୟାସ୍ତ୍ର

ଉଇକିଅଭିଧାନ‌ରୁ

ଦିବ୍ୟାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା. ଦିବ୍ୟ+ଅସ୍ତ୍ର)

[ସମ୍ପାଦନା]
୧. ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଦେବତାମାନଙ୍କ ପ୍ରଦତ୍ତ ଅସ୍ତ୍ର — ୧. Weapons given by gods to particular persons.
୨. ମନ୍ତ୍ରଦ୍ୱାରା ଚାଳିତ ଅସ୍ତ୍ର —୨. A weapon which can be applied or withdrawn with the the help of esoteric incantations.