Jump to content

ଦିବ୍ୟ ଚକ୍ଷୁଃ

ଉଇକିଅଭିଧାନ‌ରୁ

ଦିବ୍ୟ ଚକ୍ଷୁଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିବ୍ୟ+ଚକ୍ଷୁଃ; କର୍ମଧା)

[ସମ୍ପାଦନା]
୧. ଜ୍ଞାନଚକ୍ଷୁ; ପରୋକ୍ଷ ବିଷୟ ପ୍ରତି ଦୃଷ୍ଟି; ଅଲୌକିକ ପଦାର୍ଥ ବା ବିଷୟ ବୁଝିପାରିବା ଶକ୍ତି — ୨. Intellectual eye; insight into super- natural matters.
୨. ସାଧାରଣଙ୍କୁ ଅଗୋଚର ବସ୍ତୁ ଦେଖି ପାରିବାର ଶକ୍ତି — ୨. The preternatural power of seeing invisible things.
୩. ଚଷମା; ପ୍ରଚକ୍ଷୁ (ହିନ୍ଦୀ - ଶବ୍ଦସାଗର) — ୩. Eyeglass, spectacles.
୪. ମାକଡ଼ (ହିନ୍ଦୀ - ଶବ୍ଦସାଗର) —୪. Monkey.
୫. ଗନ୍ଧଦ୍ରବ୍ୟବିଶେଷ (ହିନ୍ଦୀ - ଶବ୍ଦସାଗର) — ୫. A kind of sweet scent.
୬. କୃଷ୍ଣ (ପ୍ରକୃତିବାଦ) — ୬. An epithet of Kṛushṇa.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ପରୋକ୍ଷ ବିଷୟ ଦେଖିବାର ଶକ୍ତି— ଯୁକ୍ତ; ଯାହା ଚକ୍ଷୁରେ ଅଲୌକିକ ଶକ୍ତି ଅଛି — ୧. Endowed with supernatural insight.
୨. ସୁଲୋଚନ; ଉତ୍ତମଚକ୍ଷୁବିଶିଷ୍ଟ — ୨. Having graceful eyes.
୩. ଅନ୍ଧ —୩. Blind.