Jump to content

ଦିବ୍ୟ ଦର୍ଶୀ

ଉଇକିଅଭିଧାନ‌ରୁ

ଦିବ୍ୟ ଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ଦିବ୍ୟଦର୍ଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦିବ୍ୟ+ଦୃଶ୍ ଧାତୁ+କର୍ତ୍ତୃ. ଇନ୍ ୧ମା. ୧ବ.)

[ସମ୍ପାଦନା]

ଦିବ୍ୟଦୃଷ୍ଟିଯୁକ୍ତ; ଅତୀନ୍ଦ୍ରିୟାର୍ଥ ଦର୍ଶକ — Endowed with supernatural insight.