Jump to content

ଦିବ୍ୟ ଦୋହଦ

ଉଇକିଅଭିଧାନ‌ରୁ

ଦିବ୍ୟ ଦୋହଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୌଣସି ବ୍ୟକ୍ତିର ଅଭ୍ୟାସସିଦ୍ଧି ପାଇଁ ଦେବତାଙ୍କୁ ଅର୍ପିତ କରାଯିବା ପୂର୍ବରୁ ଉତ୍ସୃଷ୍ଟ ପଦାର୍ଥ; ବାଞ୍ଚା ସିଦ୍ଧ ହେଲେ ଭକ୍ତ ଦେବତାଙ୍କୁ ଯେଉଁ ପଦାର୍ଥ ଅର୍ପଣ କରିବା ପାଇଁ ମନାସି ଥାଏ (ହିନ୍ଦୀ - ଶବ୍ଦ— ସାଗର) —A thing which is offered to a Deity as a result of a solemn vow or dedication that the doner will give it to the Deity if his or her wish be fulfilled through the Grace of the Deity.