Jump to content

ଦିବ୍ୟ ଧର୍ମୀ

ଉଇକିଅଭିଧାନ‌ରୁ

ଦିବ୍ୟ ଧର୍ମୀ

ଉଚ୍ଚାରଣ

[ସମ୍ପାଦନା]
(ଦିବ୍ୟଧର୍ମିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦିବ୍ୟ+ଧର୍ମ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ସୁଶୀଳ (ହିନ୍ଦୀ - ଶବ୍ଦସାଗର) — ୧. Of good conduct.
୨. ସୁସ୍ୱଭାବ —୨. Good natured.