Jump to content

ଦିବ୍ୟ ପଞ୍ଚାମୃତ

ଉଇକିଅଭିଧାନ‌ରୁ

ଦିବ୍ୟ ପଞ୍ଚାମୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦିବ୍ୟ=ଉତ୍କୃଷ୍ଟ+ପଞ୍ଚାମୃତ)

[ସମ୍ପାଦନା]

ଘିଅ, ଦୁଧ, ଦହି, ଲହୁଣୀ ଓ ଚିନି ମିଶାଯାଇ ପ୍ରସ୍ତୁତ ହୋଇଥିବା ପଞ୍ଚାମୃତ —A mixture of ghee, milk, curd, butter and sugar.