ଦିବ୍ୟ ପୁରୁଷ
ଦେଖଣା
ଦିବ୍ୟ ପୁରୁଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବପୁରୁଷ; ମନୁଷ୍ୟରୂପେ ଅବତୀର୍ଣ୍ଣ ଦେବ — ୧. A divine being; a god assuming the form of a human being.
- ୨. ସ୍ୱର୍ଗଦୂତ —୨. An angle.
ମଧ୍ୟମ ପାଣ୍ଡବେ ଚାହିଁ ସେ ଦିବ୍ୟପୁରୁଷ ବୋଇଲେ ହେ ବୀର, ଚିହ୍ନି ପାରିଲାଟି ମୋତେ—ରାଧାନାଥ. ମହାଯାତ୍ରା
- ୩. ଅତି ସୁନ୍ଦର ମନୁଷ୍ୟ — ୩. A very fine-looking man.