Jump to content

ଦିବ୍ୟ ଭୋଜନ

ଉଇକିଅଭିଧାନ‌ରୁ

ଦିବ୍ୟ ଭୋଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦିବ୍ୟ+ଭୋଜନ)

[ସମ୍ପାଦନା]
୧. ସୁଭୋଜନ; ସୁଖାଦ୍ୟ ଦ୍ରବ୍ୟର ଭୋଜନ —୧. A delicious meal.
୨. ପୂର୍ଣ୍ଣ ଭୋଜନ —୨. A bellyful.