Jump to content

ଦିବ୍ୟ ରଥ

ଉଇକିଅଭିଧାନ‌ରୁ

ଦିବ୍ୟ ରଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦିବ୍ୟ+ରଥ)

[ସମ୍ପାଦନା]
୧. ଦେବଯାନ — ୧. A celestial car.


୨. ସ୍ୱର୍ଗୀୟ ଦେବତାମାନଙ୍କ ରଥ — ୨. Car used by the gods.
୩. ବ୍ୟୋମଯାନ; ଆକାଶବିହାରୀ ରଥ — ୩. Ballon; areoplane.