Jump to content

ଦିବ୍ୟ ଶ୍ରୋତ୍ର

ଉଇକିଅଭିଧାନ‌ରୁ

ଦିବ୍ୟ ଶ୍ରୋତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦିବ୍ୟ+ଶ୍ରୋତ୍ର)

[ସମ୍ପାଦନା]

ଯେଉଁ କାନକୁ ଅନ୍ୟମାନଙ୍କୁ ଶୁଣା ନ ଯିବା ଶବ୍ଦ ମଧ୍ୟ ଶୁଣାଯାଏ (ହିନ୍ଦୀ - ଶବ୍ଦସାଗର) —An ear which can hear sounds inaudible to others.