Jump to content

ଦିବ୍ୟ ସୁନ୍ଦର

ଉଇକିଅଭିଧାନ‌ରୁ

ଦିବ୍ୟ ସୁନ୍ଦର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦିବ୍ୟ+ସୁନ୍ଦର, କର୍ମଧାରୟ; କିମ୍ୱା ଦିବ୍ୟ ଓ ସୁନ୍ଦର; ଦ୍ୱନ୍ଦ୍ୱ)

[ସମ୍ପାଦନା]
୧. ସ୍ୱର୍ଗୀୟ ସୁନ୍ଦରତାବିଶିଷ୍ଟ — ୧. Having heavenly beauty.
୨. ଉତ୍ତମ ସୁନ୍ଦର; ଖୁବ୍ ସୁନ୍ଦର; ଅତି ସୁନ୍ଦର — Very fine; very beautiful.