ଦିବ୍ୟ ସୂରି
ଦେଖଣା
ଦିବ୍ୟ ସୂରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦିବ୍ୟ+ସୂରି)
[ସମ୍ପାଦନା]ଶ୍ରେଷ୍ଠ ପଣ୍ଡିତ — A very learned man.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାମାନୁଜ ସଂପ୍ରଦାୟର ୧୨: ଜଣ ଆଚାର୍ଯ୍ୟଙ୍କ ଉପାଧି — A title given to the ୧୨ religious professors or teachers of the Ramanuja sect of B&aline;i̱shṇabas.
[ଦ୍ରଷ୍ଟବ୍ୟ —ଏମାନଙ୍କ ନାମ—୧ କାସାର; ୨ ଭୂତ; ୩ ମହତ୍; ୪ ଭକ୍ତସାର; ୫ ଶଠାରି; ୬ କୁଳଶେଖର; ୭ ବିଷ୍ଣୁଚିତ୍ତ; ୮ ଭକ୍ତାଂଘ୍ରିରେଣୁ; ୯ ମୁନିବାହ; ୧ ଚତୁଷ୍କବୀନ୍ଦ୍ର; ୧୧: ରାମାନୁଜ; ୧୨: ଗୋଦାଦେବା ବା ମଧୁକର କବି— ହି, ଶବ୍ଦସାଗର]