ଦିମାକ୍
ଦେଖଣା
ଦିମାକ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଦିମାଗ୍,=ମସ୍ତିଷ୍କ, ବୁଦ୍ଧି, ଗର୍ବ)
[ସମ୍ପାଦନା]- ୧. ମସ୍ତିଷ୍କ —୧. Brain.
- ୨. ବୁଦ୍ଧି; ବୋଧଶକ୍ତି — ୨. Intelligence.
- ୩. ମନ —୩. Mind.
- ୪. ମନୋଗତ ଭାଗ —୪. Mentality.
- ୬. ଧୃଷ୍ଟତା; ମଗରାପଣ — ୬. Arrogance; insubordination.
- ୭. ଅଭିମାନ — ୭. Sullenness due to displeasure.
- ୮. ପ୍ରତିଭା —୮. Genius.