ଦିମୁଣ୍ଡିଆ
ଦେଖଣା
ଦିମୁଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱିମୁଣ୍ଡ)
[ସମ୍ପାଦନା]ଦୋମୁଣ୍ଡିଆ; ଯେ ଉଭୟ ପକ୍ଷଙ୍କ ସଙ୍ଗେ ମମତା ରଖେ —One who espouses or is in legue with both sides.
ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ସାପ —A kind of serpent; Amphisbaena.
[ଦ୍ରଷ୍ଟବ୍ୟ —ଏହା ଦେଖିବାକୁ ଜିଆ ନାଡ଼ ପରି ଫକ୍କା ନାଲି, ଏହାର କାତି ନ ଥାଏ, ଲମ୍ୱରେ ୧ ଫୁଟ ପର୍ଯ୍ୟନ୍ତ ବଢ଼େ ପ୍ରକୃତରେ ଏହାର ଗୋଟିଏ ମୁହଁ, କିନ୍ତୁ ଲାଙ୍ଗୁଡ଼ ମୁହଁ ପରି ମୋଟ ଥିବାରୁ ଲାଙ୍ଗୁଡ଼ ମୁହଁ ପରି ଦେଖାଯାଏ ଓ ଲୋକେ ଭ୍ରମରେ ଏହାର ଦୁଇ ମୁଣ୍ଡ ଥିବାର ବିଚାରନ୍ତୢ]