Jump to content

ଦିଲୀପ

ଉଇକିଅଭିଧାନ‌ରୁ

ଦିଲୀପ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ସୂର୍ଯ୍ୟବଂଶୀୟ ଜନୈକ ରାଜା; ରଘୁଙ୍କ ପିତା — ୧. Name of a king belonging to the solar dynasty of ancient India; father of king Raghu.

[ଦ୍ରଷ୍ଟବ୍ୟ —ଏ ଇକ୍ଷ୍ୱାକୁ ରାଜଙ୍କ ବଂଶ ବା ସୂର୍ଯ୍ୟବଂଶରେ ଜନ୍ମିଥିଲେ ବାଲ୍ମୀକି ଓ ହରିବଂଶଙ୍କ ମତରେ ଏ ରାଜା ସଗରଙ୍କ ପଣନାତି (ପ୍ରପୌତ୍ର), ଭଗୀରଥଙ୍କ ପିତା ଓ ରଘୁଙ୍କର ଯଶଗୋସେଇଁ ବାପ (ପ୍ରପିତାମହ) ଥିଲେ କାଳିଦାସଙ୍କ କୃତ ରଘୁବଂଶ ଅନୁସାରେ ଏ ପିତା ଥିଲେ ]

୨. (ନାମ) ଚନ୍ଦ୍ରବଂଶୀ ରାଜ କୁରୁଙ୍କ ବଂଶଧର ଜଣେ ରାଜ (ହିନ୍ଦି. ଶବ୍ଦସାଗର) —୨. Name of a king of the lunar dynasty of ancient India.