Jump to content

ଦିଲ୍ଗୀ

ଉଇକିଅଭିଧାନ‌ରୁ

ଦିଲ୍ଗୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦିଲିଗୀ, ଦିଲ୍ଲିଗୀ—ଅନ୍ୟରୂପ)

ଦେଶଜ - ବି—(ଫା, ଦିଲ୍+ସଂସ୍କୃତ - ଲଗ୍ନ; ହିନ୍ଦିରୁ ଅନୁକୃତ)

[ସମ୍ପାଦନା]
୧. ମନ ଲଗାଇବା; ମନୋଯୋଗ —୧. Attention.
୨. ମଉଜ —୨. Amusement; merriment.
୩. ଥଟ୍ଟା ତାମସା; ପରିହାସ —୩. Fun.