ଦିଲ୍ଲୀକା ଲଡ଼ୁ
ଦେଖଣା
ଦିଲ୍ଲୀକା ଲଡ଼ୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦିଲ୍ଲୀକା ଲଡ଼ୁ
|
(ଦିଲ୍ଲୀର ଲଡ଼ୁ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ହି)
[ସମ୍ପାଦନା]ଦେଖିବାକୁ ସୁନ୍ଦର, କିନ୍ତୁ ବସ୍ତୁତଃ କଦର୍ଯ୍ୟ ପଦାର୍ଥ; ନାମ ବଡ଼ା ଦର୍ଶନ ଥୋଡ଼ା ବସ୍ତୁ —Any thing of high repute but of little worth; any fine-looking but worthless thing.
[ ଦ୍ର—ହିନ୍ଦୀରେ ପ୍ରବାଦ ଅଛି ଯେ 'ଦିଲ୍ଲୀକାଲଡ୍ଗୁ ଯୋ ଖାୟା ଓ ପସ୍ତାୟା, ଯୋ ନେଇ ଖାୟା ଓଇ ବିଶେଷ୍ୟ - ପସ୍ତାୟା' ଅର୍ଥାତ୍ ଦିଲ୍ଲୀର ଲଡ଼ୁ ଯେ ଖାଇଛି ସେ ଅନୁତାପ କରିଛି, ଯେ ନ ଖାଇଛି ସେ ମଧ୍ୟ ଅନୁତାପ କରିଛି ଦିଲ୍ଲୀର ନାମ ଶୁଣି ଦିଲ୍ଲୀର ଲଡ଼ୁ ଅତି ଉପାଦେୟ ବସ୍ତୁ ହୋଇଥିବା ବୋଲି ଅନୁମାନକରି ତାହା ନ ଖାଇଥିବା ବ୍ୟକ୍ତି ଖାଇବାପାଇଁ ହାଇଁପାଇଁ ହେଉଥାଏ; ପୁଣ ପ୍ରକୃତରେ ତାହା ସୁଖାଦ୍ୟ ହୋଇ ନ ଥିବାରୁ ଖାଇବା ଲୋକ ଅନୁଭବରୁ ବୁଝିପାରି ଦୁଃଖିତ ହୁଏ ଏଥିପାଇଁ ଯେଉଁ କାଳ୍ପନିକ ବସ୍ତୁର ଆଶାରେ ଲୋକେ ଝୁରିମରନ୍ତି. ତାହା କିନ୍ତୁ ଫଳତଃ ସେପରି କିଛି ଉପାଦେୟ ବସ୍ତୁ; ନୁହେଁ, ତହିଁପ୍ରତି 'ଦିଲ୍ଲୀକାଲଡ୍ଡୁ' ଉପମା ପ୍ରୟୋଗ କରାଯାଏ ]