ଦିଶା
ଦେଖଣା
ଦିଶା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ [ ଦିଶ୍ ଧାତୁ—(ଅବକାଶ) ଦାନ କରିବା+କର୍ମ. ଅ+ ଆ]
[ସମ୍ପାଦନା]- ୧. ଦିଗ —୧. The points of the compass.
ବର୍ଣ୍ଣ ଯାହାର ଅଷ୍ଟ ଦିଶ ଅଶ୍ୱନୀକୁମାରେ ଯା ନାଶା ଜଗନ୍ନାଥ. ଭାଗବତ
- ୨. ପଦ୍ଧତି; ରୀତି —୨. Order.
- ୩. ଦନ୍ତକ୍ଷତ ବିଶେଷ —୩. Tooth-mark.
- ୪. ସନ୍ଧାନ —୪. Trace.
ଦେଶଜ - ବିଶେଷ୍ୟ -
[ସମ୍ପାଦନା][[]] ୧ ଦିଶ ]] ୨ (ଦେଖ) - —୧. Diṡa ୨ (See)
- ୨. ବଡ଼ ଦେଉଳର ପାର୍ଶ୍ୱରେ ଲାଗିଥିବା ଛୋଟ ଦେଉଳ — ୨. A small temple attached to the side of a big temple.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ହିନ୍ଦିରୁ ଅନୁକୃତ)
[ସମ୍ପାଦନା]- ୧. ମଳୋତ୍ସର୍ଗ — ୧. Passing of stools.
- ୨. ମଳୋଦ୍ଦେଗ —୨. Call of nature.