Jump to content

ଦିଶି ଯିବା

ଉଇକିଅଭିଧାନ‌ରୁ

ଦିଶି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂ ଦ଼ୃଶ୍ ଧାତୁ)

[ସମ୍ପାଦନା]
୧. ହଠାତ୍ ଦେଖାଯିବା — ୧. To be suddeny or unexpectedly seen.
୨. ହଠାତ୍ ବୋଧହେବା; ଜଣାପଡ଼ିଯିବା — ୨. To be suddenly felt; to come to one's mind very suddenly; to strike one's mind.
୩. କଳ୍ପନାଦ୍ୱାରା ପ୍ରତିଫଳିତ ବା ପ୍ରତିଭାତ ହେବା — ୩. To dance before the mind's eye.

(ଯଥା—ନିତି ତା ମୁହଁ ମତେ ଦିଶିଯାଉଛି)