Jump to content

ଦିଶୁ

ଉଇକିଅଭିଧାନ‌ରୁ

ଦିଶୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଈଷତ୍)

[ସମ୍ପାଦନା]
୧. ସାମାନ୍ୟପରିମାଣ — ୧. A little quantity.
୨. ଅଳ୍ପ ସଂଖ୍ୟା — ୨. A few in number.

ବିଶେଷଣ -

[ସମ୍ପାଦନା]
୧. ସାମାନ୍ୟପରିମିତ — ୧. A little; a little in quantity.
୨. ଅଳ୍ପସଂଖ୍ୟକ —୨. A few.

ସାଆନ୍ତଙ୍କ ଶୋଇରାଘରେ ସେରେ ଦୁଧ, ଦିଶୁ ଖଇ, ନବାତ ପାଚିଲାକଦଳୀ ରଖାଯାଇଥାଏ ଫକୀରମୋହନ, ଛମାଣଆଠଗୁଣ୍ଠ

୧. ସାମାନ୍ୟ ପରିମାଣରେ — ୧. In a small quantity.

(ଯଥା—ଦିଶୁ ସରୁ ଚୂଡ଼ା, ଦିଶୁ ବସା ଦହି, ଦିଶୁ ଗୁଡ଼, ଦିଶୁ ପାଚିଲା କଦଳୀ ଏ ବାବୁଙ୍କର ଏକାଦଶୀ ବିଧି ପାଳନ ହେବ)

୨. ଈଷତ୍ —୨. Slightly.
୩. କେତେକ ଅଂଶରେ — ୩. In some respects.

ରୋମରାଜି ବ୍ୟାଜି କଳାନାଗରାଜ ଶିଶୁ ପରି ଦିଶୁ ଦିଶିଲା କବିସୂର୍ଯ୍ୟ. ଚନ୍ଦ୍ରକଳା