ଦିଷ୍ଟ
ଦେଖଣା
ଦିଷ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦିଶ୍ ଧାତୁ=ଦାନକରିବା, କହିବା+କର୍ମ. ତ)
[ସମ୍ପାଦନା]- ୧. କାଳ; ସମୟ —୧. Time.
- ୨. ଭାଗ୍ୟ; ଅଦୃଷ୍ଟ — ୨. Luck; fortune; destiny.
[ ଦ୍ର—ତୁଳନାକର:—ଇଂ Destiny: ଡେଷ୍ଟିନୀ]
- ୩. ବୈବସୁତ ମନୁଙ୍କ ପୁତ୍ର — ୩. Name of the son of B&aline;i̱baswata Manu.
- ୪. ଉପଦେଶ (ହିନ୍ଦୀ - ଶବ୍ଦସାଗର) —୪. Advice.
- ୫. ଦାରୁ ହରିଦ୍ରା (ହିନ୍ଦୀ - ଶବ୍ଦସାଗର) (ଦେଖ) - ୫. Dāru haridrā (See).
ବିଶେଷଣ -
[ସମ୍ପାଦନା]- ୧. ଆଦିଷ୍ଟ —୧. Ordered.
- ୨. ପୂର୍ବରୁ ନିରୂପିତ —୨. Ordained.
- ୩. ଉପଦିଷ୍ଟ —୩. Instructed; directed.
- ୪. ସ୍ଥିରୀକୃତ —୪. Determined; ascertained.
- ୫. କଥିତ —୫. Spoken .
- ୬. ଦତ୍ତ —୬. Given.
- ୭. ପ୍ରଦର୍ଶିତ —୭. Shown; pointed; out indicated.
- ୮. ଉପରେ ଦିଆ ଯାଇଥିବା; ନ୍ୟସ୍ତ — ୮. Allotted; assigned.