ଦିସ୍ତା
ଦେଖଣା
ଦିସ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ଦସ୍ତା) କାଗଜର ୨୪: ଫର୍ଦ୍ଦର ସମାହାର —୧. Quire (of paper)
- ୨. ୨୪:ଟି ଶରର ତାଡ଼ା — ୨. A bundle of ୨୪ arrows.
- ୩. (ଫା) ହେମାମଦିସ୍ତାର ପୁଆ — ୩. The pestle of a morter.
- ୪. (ଫାରାସୀ - ଦସ୍ତା=ସୁତାର ଗୋଛା; Skein of thread- ଜ୍ଞାନେନ୍ଦ୍ର) ଲୁଗାର ସୂତା ଘୁଞ୍ଚି ଯାଇ ଏକସ୍ଥାନରେ ଗୋଛା ହୋଇ ଜମା ହେବା ଓ ଅନ୍ୟ ସ୍ଥାନ ମେଲା ହୋଇଥିବା ଅବସ୍ଥା —୩. The state of the skeins of the thread of a cloth being gathered up at one place and thinned out at another.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ଯେଉଁ ଲୁଗା. କଚାହେବା ଦୋଷରୁ ସୂତାଯାକ ସ୍ୱ ସ୍ୱ ସ୍ଥାନରୁ ଘୁଞ୍ଚି ଯାଇ ଏକସ୍ଥାନରେ ଗୋଛା ହୋଇଯାଇଥାଏ — (a cloth) Of which the skeins of thread have moved away from their proper positions and gathered up at one place.