ଦିହ
ଦେଖଣା
ଦିହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦେହ)
[ସମ୍ପାଦନା]- ୧. ଦେହ; ଶରୀର — ୧. Body.
- ୨. ସ୍ୱାସ୍ଥ୍ୟ —୨. health.
(ଯଥା—ତା ଦିହ ଭଲ ନାହିଁ)
- ୩. ମନ; ହୃଦୟ —୩. Mind; heart.
(ଯଥା—ଏତେ ବିପତ୍ତି ତ ଏ ଦିହ ସହିଲା)
- ୪. ଅମଳ; ଜୀବିତ ରହିବା କାଳ —୪. Life-time.
(ଯଥା—ଏହିପରି ଗଧ ମିହନ୍ତ କରି କରି ମୋ ଦିହକ ବିତିଯିବ)