Jump to content

ଦିହକ

ଉଇକିଅଭିଧାନ‌ରୁ

ଦିହକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦିହକଯାକ, ଦିହକରେ. ଦିହକେ=ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜୀବିତ ରହିବା କାଳ; ଜୀବଦ୍ଦଶା — ୧. Lifetime.

ଦେଶଜ - ଅ.

[ସମ୍ପାଦନା]

ଅମଳରେ ; ଜୀବତକାଳ ମଧ୍ୟର୍ During the lifetime of a person.