Jump to content

ଦିହପା

ଉଇକିଅଭିଧାନ‌ରୁ

ଦିହପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦିହପାଆ, ଦିହ ହାତ, ଦିହ ମୁଣ୍ଡଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ଦେବ ଓ ପାଦ)

[ସମ୍ପାଦନା]
୧. ଶରୀରସ୍ଥ ସମସ୍ତ ଅବୟବ; ସର୍ବାଙ୍ଗ —୧. All parts of the body; the whole body.

(ଯଥା—ଯା' ତ, ବୁଢାଟାର ଦିହ ପା ଘୋଳି ହେଉଥିବ ଟିକିଏ ଘଷି ଦେବୁ)

୨. ସ୍ୱାସ୍ଥ୍ୟ —୨. Health.

(ଯଥ—ତୁମ ଦିହପା ଭଲ ଅଛି ତ ?)