ଦିହବଳୁଆପଣ
(ଦିହବଳୁଆପଣିଆଁ—ଅନ୍ୟରୂପ)
ଦୈହିକ ବଳପ୍ରୟୋଗ ନିପୁଣତା ବା ବାହାଦୁରୀ —Credit of applying sheer bodily strength.