ଦିହରେ ଯିବା
ଦେଖଣା
ଦିହରେ ଯିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୌଣସି କୌଣସି ବ୍ୟକ୍ତିର ବସ୍ତୁ ବା ବିଷୟ) ସ୍ୱାସ୍ଥର ଅନୁକୂଳ ହେବା — ୧. Being suited to one's body with one's constitution; to suit one's health.
(ଯଥା—ଖଟା ମୋ ଦହିରେ ଯାଏ ନାହିଁ )
- ୨. (ଲକ୍ଷଣାର୍ଥ) (କୌଣସି ବିଷୟ) କୌଣସି ବ୍ୟକ୍ତିର ସହ୍ୟ ହେବା —୨. (figurative)(any matter) To be bearable to a person.
(ଯଥା—ଆଜିକାଲିର ସ୍ତ୍ରୀମାନଙ୍କର ବଜାରବୁଲା ମରହଟ୍ଟୀ— ମାନଙ୍କ ଦିହରେ ଯାଉ ନାହିଁ ଦିନାକେତେ ଏ ସବୁ ସମାଜରେ ଚଳିଗଲେ ତେଣିକି ଏ ସବୁ ବୁଢ଼ାମାନଙ୍କ ଦିହରେ ବେଳେ ଯିବ ଯେ )