Jump to content

ଦିହରେ ଲାଗିବା

ଉଇକିଅଭିଧାନ‌ରୁ

ଦିହରେ ଲାଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (କୌଣସି ଖାଦ୍ୟ) କୌଣସି ବ୍ୟକ୍ତିର ଦେହରେ ବଳ ଓ ପୁଷ୍ଟି ଉତ୍ଥାଦନ କରିବା; ପୁଷ୍ଟି ସାଧନା କରିବା —୧. (any food) To produce strength and robustness (in a person or animal).

(ଯଥା—ସେ ନିତି ଛଟାଙ୍କିଏ ଘିଅ ଓ ସେବେ ଦୁଧ ଖାଉଛି, ଅଥଚ ଏ ସବୁ ତା ଦିହରେ ଲାଗୁ ନାହିଁ )

୨. (କୌଣସି ବ୍ୟକ୍ତିର) ଶରୀରରେ ସଂଲଗ୍ନ ହେବା ବା ବୋଳାଯିବା —୨. To touch or to be smeared over one's body.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶରୀରର ମାଂସ ବୃଦ୍ଧି ହେବା; ଦେହ ପୁଷ୍ଟ ହେବା — Becoming stout; adding flesh.