Jump to content

ଦିହାଁଯାକ

ଉଇକିଅଭିଧାନ‌ରୁ

ଦିହାଁଯାକ

ଉଚ୍ଚାରଣ

[ସମ୍ପାଦନା]

ଦୁହେଁଯାକ, ଦିହିଁକଯାକ, ଦିହିଁଙ୍କାଯାକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ (ସଂସ୍କୃତ - ଦ୍ୱି)

[ସମ୍ପାଦନା]
୧. ଦୁହେଁଯାକ; ଦୁଇଜଣ; ଉଭୟେ; ଦିହିଁକି ଦିହେଁ —୧. Both of them.
୨. ଅନ୍ୟୋଽନ୍ୟ — ୨. Each other.