ଦିହାତି
ଦେଖଣା
ଦିହାତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜୀବିତକାଳ — Life-time.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୨. ଦେହାତି (ଦେଖ) - —୨. Dehāti (See)
ବିଶେଷଣ -
[ସମ୍ପାଦନା]- ୧. ଦିହାତିଆ (ଦେଖ) - —୧. Dihātiā (See)
ଅ
[ସମ୍ପାଦନା]ଦେହି; ଦେହତି;ଦ୍ୱାରା —By.
(ଯଥା— ଏ ଲେଖାପଢ଼ି କାମ ମୋ ଦିହାତି ହୋଇ ପାରିବ ନାହିଁ )