Jump to content

ଦିହୁଡ଼ି

ଉଇକିଅଭିଧାନ‌ରୁ

ଦିହୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେହଳୀ)

[ସମ୍ପାଦନା]
୧. ସଦର ଦରୋଜା; ସିଂହଦ୍ୱାର — ୧. The chief gate or door of a mansion.
୨. (ସଂସ୍କୃତ - ଦିପାପାତ୍ର)—ଦିହୁଡ଼ୀ,ମସାଲ — ୨. Hand-torch; torch.

ସୂର୍ଯ୍ୟ ଅସ୍ତ ଦେଖଣ ବିହୁଡ଼ି ଲଗାଇ କୃଷ୍ଣସିଂହ. ମହାଭାରତ ବନ