Jump to content

ଦିହେଁ

ଉଇକିଅଭିଧାନ‌ରୁ

ଦିହେଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ (ଦ୍ୱି ବଚନ ପ୍ରଥମା ବିଭକ୍ତି; ସଂସ୍କୃତ - ଦ୍ୱି)

[ସମ୍ପାଦନା]

ଦୁହେଁ; ଦୁଇଜଣଯାକ;ଉଭୟ —Both.

[ଦ୍ରଷ୍ଟବ୍ୟ — ଦିହେଁ ବା ଦୁହେଁ ଶବ୍ଦର ରୂପ—୧ମା—ଦିହେଁ, ଦୁହେଁ ୨ୟା—ଦିହିଙ୍କି,ଦିହିଙ୍କୁ, ଦୁହିଙ୍କି,ଦୁହିଁଙ୍କୁ ୩ୟା—ଦିହିଙ୍କଦ୍ୱାରା, ଦୁହିଙ୍କଦ୍ୱାରା ୪ର୍ଥ—(୨ୟା ବିଭକ୍ତି ପରି) ୫ମୀ—ଦିହିଙ୍କଠୁଁ, ଦୁହିଁଙ୍କଠୁ, ଦିହିଙ୍କଠାରୁ, ଦି(ଦୁ)ହିଙ୍କଠଉଁ, ଦୁହିଙ୍କଠାରୁ ୬ଷ୍ଠୀ—ଦି(ଦୁ)ହିଙ୍କ (ଙ୍କା; ଙ୍କର) ୭ମୀ— ଦି(ଦୁ)ହିଙ୍କ ଠେଇଁ (ଠାଇଁ; ଠାରେ) ]