ଦିହେ ଦିହେ ମାରିବା
ଦେଖଣା
ଦିହେ ଦିହେ ମାରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ପୀଡ଼ା ବା ରୋଗ (ଯଥା—ଜ୍ୱର) ଆକ୍ରମଣ କରିଥିବା କଥା ଦେହଭଙ୍ଗିଦ୍ୱାରା ବାହାରେ ପ୍ରକାଶ ନ କରିବା —
୧. Not to let others know (by external signs) that ones is ill.
- ୨. ରୋଗର ନିର୍ଯ୍ୟାତନକୁ ତୁନି ହୋଇ ସହିବା — ୨. To bear the pangs of an illness silently.