ଦିହ ଘଷିଆ
ଦେଖଣା
ଦିହ ଘଷିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦିହଘଷା, ଦିହଘଷରାଅନ୍ୟରୂପ
ଦେଶଜ - ବିଶେଷଣ -(ସଂସ୍କୃତ - ଦେବଘର୍ଷଣ)
[ସମ୍ପାଦନା]- ୧. ଯେ ସର୍ବଦା ପ୍ରଭୁର ସହାବାସରେ ଥାଏ —୧, Very familiar with one's master.
- ୨. ଯେଉଁ ପଶୁ ପକ୍ଷୀ ସର୍ବଦା ମନୁଷ୍ୟ ପାଖେ ଚଳ— ବିଚଳ ହେବାରୁ ମନୁଷ୍ୟ ସଙ୍ଗେ ଚଳିବକୁ ସେମାନଙ୍କ ମନରୁ ଭୟ ବା ସଙ୍କୋଚ ଛାଡି ଯାଇ ଥାଏ —୨. (animals) Who have become very familiar with men, having cast off their fear of man's company.