Jump to content

ଦିହ ଜଗିବା

ଉଇକିଅଭିଧାନ‌ରୁ

ଦିହ ଜଗିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆପଣା ଦେହରେ ଆଘାତ ନ ଲାଗିବା ପ୍ରତି ସାବଧାନ ହେବା —୧. To guard one's body from hurt.
୨. ସ୍ୱାସ୍ଥ୍ୟରକ୍ଷା ପ୍ରତି ସାବଧାନ ହେବା — ୨. To be watchful for preserving sound health.