Jump to content

ଦିହ ଝିମ୍ ଝିମ୍ ହେବା

ଉଇକିଅଭିଧାନ‌ରୁ

ଦିହ ଝିମ୍ ଝିମ୍ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦିହ ଝାଇ ଝାଇଁ ହେବା, ଦିହ ଝଇଁ ମାରିଯିବାଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅତ୍ୟନ୍ତ ଦୁର୍ବଳ ହେତୁ ଝୋଲା ମାରିଯିବା —୧. A feeling of exhaustion on account of sheer weakness.
୨. ହାତ ଗୋଡ଼ ଆଦି ଏକ ଅବସ୍ଥାରେ ବହୁକାଳ ଅଚଳ ରହିବା ପରେ ସେହି ଅଙ୍ଗରେ ଅବଶତା ଓ ଝାଇଁ ଝାଇ ଅନୁଭୂତି ଜନ୍ମିବା —୨. A tingling sensation due to the limbs being put in one position for a long time.